ଓଡ଼ିଶା

ପାର୍ବଣ ଋତୁରେ ବନ୍ଧୁକରେ ବଟି ଆଦାୟ ଅଭିଯୋଗ

ଖୋର୍ଦ୍ଧା, ୧୯/୦୯/୨୦୨୨-   ଦିନ ଦ୍ୱିପ୍ରହରରେ ଖୁଲମଖୁଲା ହାତରେ ମାଉଜର ଧରି  ବୁଲୁଛନ୍ତି ଯୁବକ । ପାର୍ବଣ ଋତୁରେ ବନ୍ଧୁକ ମୁନରେ କରୁଛନ୍ତି ବଟି ଆଦାୟ ।  ଖୋର୍ଦ୍ଧାରେ ଏହି ଗ୍ୟାଙ୍ଗ ସକ୍ରିୟ ଥିବା କୁହାଯାଉଛି । କିଛି ଯୁବକ ବନ୍ଧୁକ ଧରି ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରି ସଦର ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସହରରେ ଅନେକ ଯୁବକ ହାତରେ ମାଉଜର ଧରି ବୁଲୁଥିବାର ଖବର ପୋଲିସର ହସ୍ତଗତ ହୋଇଛି । ପାର୍ବଣ ଋତୁରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ପୋଲିସ କଡ଼ା ନଜର ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com