ମନୋରଞ୍ଜନ

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପଟିୟାଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି

୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଙ୍ଗ ମାମଲାରେ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବିରୋଧରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପଟିୟାଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସୁକେଶ କୌଣସି ମୁହୂର୍ତ୍ତରେ ମୋତେ ହତ୍ୟା କରିଦେବ। ମୋ‌ତେ ଏଥିରୁ ରକ୍ଷା କରନ୍ତୁ। ସୁକେଶ ଗଣମାଧ୍ୟମକୁ ପଠାଇଥିବା ଚିଠିରେ ମୋ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲା। ଯଦ୍ବାରା ସମାଜରେ ମୋର ଆତ୍ମସମ୍ମାନ ଉପରେ ପ୍ରଭାବ ପଡ଼ୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com