ବିଜ୍ଞାନ ଓ ପ୍ରଯୁକ୍ତି

କଟକ ରେଳ ଷ୍ଟେସନର ହେବ ନବୀକରଣ

ଭୁବନେଶ୍ୱର ୧୯/୧୨/୨୦୨୨ –   ନୂଆ ରୂପରେ ସଜେଇ ହେବ କଟକ ରେଳ ଷ୍ଟେସନ୍ । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ଷ୍ଟେସନର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଏକ ଡିଜାଇନ୍ ପ୍ରସ୍ତୁତ କରିଥିଲେ । ଆଉ ସେହି ଡିଜାଇନକୁ ଟ୍ୱିଟ୍ କରି ଜନ ସାଧାରଣଙ୍କ ମତାମତ ଲୋଡିଥିଲେ । ଏହି ଡିଜାଇନକୁ ୭୪ ପ୍ରତିଶତରୁ ଅଧିକ ଜନ ସମର୍ଥନ ମିଳିଥିଲା । ଏହି ଜନ ସମର୍ଥନ ଆଧାରରେ ପ୍ରସ୍ତାବିତ ଉକ୍ତ ଡିଜାଇନ ଅନୁଯାୟୀ କାର୍ଯ୍ୟ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com