କ୍ରୀଡ଼ା

ଚଳିତ ବିଶ୍ୱକପ୍ ସେମି ରେସରୁ ବାଦ୍ ପଡିଛି ଆଫଗାନିସ୍ତାନ

ଚଳିତ ବିଶ୍ୱକପ୍ ସେମି ରେସରୁ ବାଦ୍ ପଡିଛି ଆଫଗାନିସ୍ତାନ। ତଥାପି ଟିମ୍ ପ୍ଲେୟରଙ୍କ ପ୍ରଦର୍ଶନକୁ ମିଳିଛି କୋଟି କୋଟି କ୍ରିକେଟ ପ୍ରେମୀଙ୍କ ପ୍ରଶଂସା। ଏହାରି ମଧ୍ୟରେ ସ୍ୱଦେଶ ଫେରିଯିବା ପୂର୍ବରୁ ଆଫଗାନିସ୍ତାନ ଓପନର୍ ରହମୁଲ୍ଲା ଗୁରବାଜ୍ କିଣି ନେଇଛନ୍ତି ଭାରତୀୟଙ୍କ ମନ।

ଅହମଦାବାଦର ରାସ୍ତାକଡରେ ଶୋଇଥିବା କିଛି ଲୋକଙ୍କୁ ଅରବାଜ୍ ପାଞ୍ଚ ଶହ ଟଙ୍କିଆ ନୋଟ୍ ଦାନ କରୁଥିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାରଇଲାର୍ ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com