Featuredଅନ୍ୟାନ୍ୟବିଜ୍ଞାନ ଓ ପ୍ରଯୁକ୍ତି

ଇନଷ୍ଟାଗ୍ରାମରେ ୧୩ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଯୌନ ଶୋଷଣ ପାଇଁ ପ୍ରୟାସ କରାଯାଉଛି

ଇନଷ୍ଟାଗ୍ରାମରେ ପିଲାମାନଙ୍କୁ ଶୋଷଣ କରାଯାଉଛି। ୧୩ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଯୌନ ଶୋଷଣ ପାଇଁ ପ୍ରୟାସ କରାଯାଉଛି। ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ମେଟାର ଜଣେ ପୂର୍ବତନ କର୍ମଚାରୀ ଆମେରିକାର ସିନେଟରେ ଶପଥ ଗ୍ରହଣ କରି ଏହି ବିବୃତ୍ତି ଦେଇଛନ୍ତି।

ସେ କହିଛନ୍ତି, ଇନଷ୍ଟାର ମାଲିକାନା କମ୍ପାନୀ ମେଟା ଏଗୁଡିକ ବିଷୟରେ ଭଲ ଭାବରେ ଜାଣିଛି, କିନ୍ତୁ ଜାଣିଶୁଣି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କମ୍ପାନୀ ଇଚ୍ଛାକୃତ ଭାବରେ ପିଲାମାନଙ୍କର କ୍ଷତି ରୋକିବାରେ ବିଫଳ ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com