ରାଜନୀତି

ବିଧାନସଭା ଆଗରେ ପ୍ରତିବାଦ

୨୨ ତାରିଖରେ ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ମୋଟ୍ ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ ହେବେ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ବିବାଦ ଚାଲିଛି ।

ବ୍ଲକରୁ ଜିଲ୍ଲାକୁ ବସ୍ ନଗଡୁ ବୋଲି ଘରୋଇ ବସ ମାଲିକ ଦାବି କରିଛନ୍ତି । ଏପରି ହେଲେ ଘରୋଇ ବସ ମାଲିକ ସଂଘ ଘାଟାରେ ପଡିବ ବୋଲି ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com