ଅନ୍ୟାନ୍ୟ

ବାଲିଅନ୍ତା ଅଞ୍ଚଳର ଝିଅ ଓ.ପି.ଏସ୍.ସି. ରେ ୨୧ ନଂ ସ୍ଥାନରେ

ବାଲିଅନ୍ତା, ୦୮/୧୦/୨୦୨୨ –   ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକଣା ଗ୍ରାମପଞ୍ଚାୟତର ଅଧିନସ୍ଥ ବାଲିଗୁଣ୍ଡି ଗ୍ରାମର ରାଜ କିଶୋର ମହାପାତ୍ର ଓ ସବିତା ମହାପାତ୍ରଙ୍କ ଝିଅ ଆକାଂକ୍ଷା ମହାପାତ୍ର ଓ.ପି.ଏସ୍. ସି. ପରୀକ୍ଷା ରେ ୨୧ନଂ ସ୍ଥାନ ରଖି ଅଞ୍ଚଳ ପାଇଁ ଗର୍ବ ଆଣିଦେଇଛନ୍ତି ।

ଆକାଂକ୍ଷା ପ୍ରତାପ ଶାସନ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ଏବେ ସେ ଓ.ପି.ଏସ୍.ସି. ପରୀକ୍ଷାରେ ୨୧ନଂ ସ୍ଥାନ ପାଇ ବାଲିଅନ୍ତା ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି । ତାଙ୍କ ପାଖକୁ ଏବେ ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com