ଅନ୍ୟାନ୍ୟ

ଭାରତୀୟ ନର୍ସଙ୍କୁ ମୃତ୍ୟୁଦଣ୍ଡ

କେରଳର ଜଣେ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି । ମୃତ୍ୟୁଦଣ୍ଡରୁ ରକ୍ଷା ପାଇବା ଲାଗି ନିମିଷା ସେଠିକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି କି ନିମିଷାଙ୍କ ଏହି ଆବେଦନ ଅଗ୍ରାହ୍ୟ ହୋଇଯାଇଛି ।

ନିମିଷାଙ୍କ ଉପରେ ଜଣେ ୟେମେନ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଲାଗିଛି । ଅନ୍ୟପଟେ ନିଜ ଝିଅକୁ ବଞ୍ଚାଇବା ଲାଗି ନିମିଷାଙ୍କ ମା’ କୋର୍ଟରେ ଆବେଦନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com