ଅନ୍ତର୍ଜାତୀୟ

୧୦ ହଜାର ମୁସଲମାନ ଯାତ୍ରୀ ନମାଜ ପଢିଥିଲେ

ବର୍ତ୍ତମାନ ସମଗ୍ର ବିଶ୍ୱର ଜନସଂଖ୍ୟା ପ୍ରାୟ ୮୦୦ କୋଟି । ଏହି ୮୦୦ କୋଟି ମଧ୍ୟରେ ସର୍ବାଧିକ ଜନସଂଖ୍ୟା ଇସଲାମ ଧର୍ମ ମାନୁଥିବା ଲୋକଙ୍କର । ଏମାନଙ୍କ ସଂଖ୍ୟା ପ୍ରାୟ ୨୦୦ କୋଟିରୁ ଅଧିକ । ଏହାର ପ୍ରଭାବ ହେଉଛି ନିକଟ ଅତୀତରେ, ଇଉରୋପୀୟ ଦେଶ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଇସଲାମ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।

ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହାର ପ୍ରମାଣ ଦେଖିବାକୁ ମିଳିଥିଲା। ବିମାନବନ୍ଦରର ବୋର୍ଡିଂ ଅଞ୍ଚଳରେ ପ୍ରାୟ ୧୦ ହଜାର ମୁସଲମାନ ଯାତ୍ରୀ ନମାଜ ପଢିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com