ମନୋରଞ୍ଜନ

ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ସିରିଜ୍ ‘ହିରାମଣ୍ଡି’ ଏବେ ଚର୍ଚ୍ଚାରେ

ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ସିରିଜ୍ ‘ହିରାମଣ୍ଡି’ ଏବେ ଚର୍ଚ୍ଚାରେ। ସିରିଜର ଟ୍ରେଲର ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ସିରିଜଟି ଆସନ୍ତାକାଲି ନେଟଫ୍ଲିକ୍ସରେ ରିଲିଜ୍ ହେବ।

ଏଥିରେ ବଲିଉଡ ଅଭିନେତା ଶେଖର ସୁମନ ‘ଜୁଲଫିକର’ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ସହ ତାଙ୍କ ପୁଅ ଅଧ୍ୟୟନ ସୁମନ ମଧ୍ୟ ଏହି ସିରିଜରେ ନଜର ଆସିବେ।

 

Related Articles

Back to top button