ଓଡ଼ିଶା

ପଯ୍ୟଟକ ମାନଙ୍କ ପାଇଁ ଖୁସି ଖବର, ନନ୍ଦନକାନନ ପ୍ରାଣୀଉଦ୍ୟାନ ଚାଲିବ AC ସଫାରୀ ବସ

ଭୁବନେଶ୍ୱର: ନନ୍ଦନକାନନ ଚିଡିଆଖାନକୁ ବୁଲିବାକୁ ଆସୁଥିବା ପଯ୍ୟଟକ ମାନଙ୍କ ପାଇଁ ଖୁସି ଖବର I ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପ୍ରଥମଥର ପାଇଁ ଚାଲିବ AC ବସ I ୪-ଟି AC ସଫାରୀ ବସରେ ବସି ପର୍ଯ୍ୟଟକ ବାଘ, ଭାଲୁ, ସିଂହ ସହ ତୃଣଭୋଜୀଙ୍କୁ ଅତି ନିକଟରୁ ଦେଖିପାରିବେ I

ଆଜି ଠାରୁ ଗୋଟିଏ AC ବସ ଚାଲିବାକୁ ଥିବା ବେଳେ ଆଗାମୀ ଦିନରେ ଆଉ ୩-ଟି ବସ ଚାଲିବାର ଯୋଜନା ରଖାଯାଇଛି I ସାଧାରଣ ସଫାରୀ ବସ ଟିକେଟ ମୁଖ୍ୟ ୬୦ ଟଙ୍କା ରହିଥିବା ବେଳେ AC ବସର ମୂଲ୍ୟ ୯୦ ଟଙ୍କା ରଖାଯାଇଛି I

Related Articles

Back to top button
WP Twitter Auto Publish Powered By : XYZScripts.com