ଓଡ଼ିଶା

ପିପିଲିରେ ନିର୍ବାଚନୀ ହିଂସା, କଂଗ୍ରେସ ପାର୍ଟି ଅଫିସ ପୋଡିଦେଲେ ଦୁର୍ବୁତ୍ତ

ପିପିଲି : ପିପିଲିରେ ନିର୍ବାଚନି ହିଂସା। ପିପିଲି NAC ୭ ନମ୍ବର ୱାର୍ଡରେ କଂଗ୍ରେସ ପାର୍ଟି ଅଫିସକୁ ପୋଡିଦେଲେ ଦୁର୍ବୁତ୍ତ । ରବିବାର ରାତି ୩ ଟାରେ କଂଗ୍ରେସ ପାର୍ଟି ଅଫିସକୁ କେହି ଦୁର୍ବୁତ୍ତ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରାର୍ଥୀ ଙ୍କ ଭାଇ । କଂଗ୍ରେସର ଲୋକପ୍ରିୟତାକୁ ସହି ନପାରି କେହି ଏଭଳି କାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com