ଅନ୍ୟାନ୍ୟ

ବ୍ରହ୍ମପୁର ସହରରେ ଏୟାର ପୋର୍ଟ ସ୍ଥାପନ ପାଇଁ ଆନ୍ଦୋଳନ 

ବ୍ରହ୍ମପୁର, ୩୧/୧୦/୨୦୨୨ –   ବ୍ରହ୍ମପୁର ସହରରେ ଏୟାର ପୋର୍ଟ ସ୍ଥାପନ ପାଇଁ କେ. ଏସ. ପି. ଜି ଇଣ୍ଡିଆ ଟ୍ରଷ୍ଟ ଏବଂ ଓଡିଶା ଡେଭେଲପମେଣ୍ଟ ଫୋରମ ତରଫରୁ. ଆନ୍ଦୋଳନ ଜାରି ରହିଛି l ଉଭୟ ଟ୍ରଷ୍ଟର ସଦସ୍ୟ ମାନେ ଟାଟା ବେଞ୍ଚ ଛକ ଓ ଗିରି ମାର୍କେଟ ଛକ ଠାରେ ଏକତ୍ରିତ ହୋଇ ଯାତାୟାତ କରୁଥିବା ଜନସାଧାରଣଙ୍କୁ ସଚେତନ କରେଇବା ସହିତ ବ୍ରହ୍ମପୁର ସହରରେ ଏୟାର ପୋର୍ଟ ପ୍ରତିଷ୍ଠା ପାଇଁ ଆହ୍ୱାନ କରିଥିଲେ l

ଭି. ସୋମେଶ୍ୱର ରାଓ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ସରିତା ପଣ୍ଡା, ପ୍ରିତିଶ ପାଣିଗ୍ରାହୀ, ବାଳକୃଷ୍ଣ ସାମନ୍ତରାୟ, ଗୌରୀଶଙ୍କର ମହାନ୍ତି, ସନ୍ତୋଷ କୁମାର ସାହୁ, ମିଳନ ସିଂ, ଦିଲୀପ କୁମାର ମହାପାତ୍ର, ପ୍ରକାଶ ଭଜନୀ, କିରଣ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ବିନୋଦ ସାବତ ଏବଂ ସସ୍ମିତା ମହାନ୍ତି ଙ୍କ ସମେତ ଅନେକ ସାମାଜିକ କର୍ମୀ ଉପସ୍ଥିତ ଥିଲେ l କେ. ଏସ. ପି. ଜି ଇଣ୍ଡିଆ ଟ୍ରଷ୍ଟ ତରଫରୁ ମଧ୍ୟ ବ୍ରହ୍ମପୁର ସହରର ୱାର୍ଡ ନଂ 36 ଠାରେ ଟ୍ରଷ୍ଟର ଉପସଭାନେତ୍ରୀ ସରିତା ପଣ୍ଡା ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସଚେତନତା ଓ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମାଜସେବୀ ଗୌରୀଶଙ୍କର ମହାନ୍ତିଙ୍କର ସମ୍ପୂର୍ଣ ଯୋଗଦାନ ରହିଥିଲା

Related Articles

Back to top button
WP Twitter Auto Publish Powered By : XYZScripts.com