ଅନ୍ୟାନ୍ୟ

କେବେ ମୃତ୍ୟୁ ହେବ ତାହାର ପୂର୍ବାନୁମାନ କରିହେବ

ଅଧିକାଂଶ ଲୋକ ଜାଣିବାକୁ ଚାହାନ୍ତି ସେମାନେ ଆଉ କେତେ ଦିନ ବଞ୍ଚିବେ। ତେବେ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ ବିକଶିତ କରାଯାଇଛି। ଏହା ଦ୍ୱାରା ଜଣଙ୍କର କେବେ ମୃତ୍ୟୁ ହେବ ତାହାର ପୂର୍ବାନୁମାନ କରିହେବ।

ଏହି ଏଆଇ ଉପକରଣ ବିଷୟରେ ସୂଚନା ନ୍ୟୁୟର୍କ ପୋଷ୍ଟ ଦ୍ୱାରା ଏକ ରିପୋର୍ଟରେ ଦିଆଯାଇଛି। ଏହାକୁ ଡେନମାର୍କର ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନି ଲେହମାନ ପ୍ରସ୍ତୁତ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com