ଅନ୍ୟାନ୍ୟ

ଅନନ୍ତନାଗ ପ୍ରସୂତି ଚିକିତ୍ସାଳୟରେ ସିଲିଣ୍ଡର ବ୍ଲାଷ୍ଟ, ୬ ଗୁରୁତର

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଶାୟରବାଗ ସ୍ଥିତ ମ୍ୟାଟରନିଟୀ ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲରେ ସିଲିଣ୍ଡର ବ୍ଲାଷ୍ଟ ହୋଇଛି । ଖବର ମୁତାବକ, ମଙ୍ଗଳବାର ଦିନ ହୋଇଥିବା ଏହି ବ୍ଲାଷ୍ଟରେ ଅତି କମରେ ୬ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଟିକେଟ୍ କାଉଣ୍ଟର ପାଖରେ ଥିବା ଗ୍ୟାସ ସିଲିଣ୍ଡରରେ ଲିକେଜ୍ ଫଳରେ ଏହି ବିସ୍ଫୋରଣ ହୋଇଥିଲା । ଏହି ସମୟରେ ମେଡିକାଲରେ ଥିବା କିଛି କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଜିଏମସି ଅନନ୍ତନାଗକୁ ପଠାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com