ଅନ୍ୟାନ୍ୟ

ଅଲ୍ଲୁ ଅର୍ଜୁନଙ୍କ ଝିଅ ଆରହା ବଡ଼ ପରଦାରେ ଡେବ୍ୟୁ କରିବେ

  ଭୁବନେଶ୍ୱର, ୧୦/୦୧/୨୦୨୩ –   ଦକ୍ଷିଣ ଭାରତର ନାମକରା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଝିଅ ଆରହା ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆସିବାକୁ ଥିବା ଚଳଚିତ୍ର ‘ଶକୁନ୍ତଲମ୍‌’ରେ ଆରହା ଡେବ୍ୟୁ କରିବେ । ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ସହ ନଜର ଆସିବେ ଆରହା । ଏଥିପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଅଭିନେତା ଅଲ୍ଲୁ ଓ ତାଙ୍କ ପତ୍ନୀ । ଏନେଇ ଅଲ୍ଲୁ କହିଛନ୍ତି, ଛୋଟ ବୟସରେ ଆରହା ଯଦି ବଡ ସଫଳତା ନିଜ ନାଁରେ କରିପାରିଛନ୍ତି ତେବେ ବାପା ହିସାବରେ ମୁ ବେଶ୍ ଗର୍ବିତ। ଆରହାଙ୍କୁ ମାତ୍ର ୬ବର୍ଷ ଏବଂ ସେ ଦେଖିବାକୁ ବହୁତ ସୁନ୍ଦର ।

Related Articles

Back to top button
WP Twitter Auto Publish Powered By : XYZScripts.com