ଅନ୍ୟାନ୍ୟ

ଓଡ଼ିଶାରେ ଖୋଲିବ ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର, ୦୩/୧୨/୨୦୨୨-   ଓଡ଼ିଶାରେ ଖୋଲିବ ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କେନ୍ଦ୍ର । ଏଥିପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ୨ ଏକର ଜମି ଯୋଗାଇ ଦେବେ । ଦେଶର ଅଗ୍ରଣୀ ସଂସ୍ଥା ଏଠାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ । ରାଜ୍ୟର ପିଲାମାନେ ଯେପରି IAS, IPS  ଓ IFS ଭଳି  ପରୀକ୍ଷାରେ ସଫଳତା ଲାଭ କରିବେ ସେନେଇ ସରକାରୀ ସ୍ତରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ । ଏଥିସହିତ ପ୍ରତି ସପ୍ତାହରେ ବରିଷ୍ଠ ଅଧିକାରୀମାନେ ଦିଗଦର୍ଶନ ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com