ଅନ୍ୟାନ୍ୟ

ଗ୍ରେଟର ନୋଏଡାରେ ମର୍ମନ୍ତୁଦ ଦୁର୍ଘଟଣା , ୪ ମୃତ

ଗ୍ରେଟର ନୋଏଡା ଥାନା ବାବଲପୁରରେ ଅବସ୍ଥିତ ଘରୋଇ କମ୍ପାନୀ କର୍ମଚାରୀଙ୍କ ଉପରେ ମାଡିଗଲା ବସ୍ । ଏହି ଦୁର୍ଘଟଣାରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି । ଏଥି ସହିତ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ତେବେ ଦୁର୍ଘଟଣା ପରେ ପୋଲିସ ବସ୍‌କୁ ଅଟକ ରଖିବା ସହ ଫେରାର୍ ଡ୍ରାଇଭରକୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି । ଦାଦ୍ରିରୁ ନୋଏଡା ଅଭିମୁଖେ ଯାଉଥିବା ବସ୍ ସେମାନଙ୍କ ଉପରକୁ ମାଡିଯାଇଥିଲା । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com