ଅନ୍ୟାନ୍ୟ

କେନ୍ଦ୍ରାପଡ଼ାରେ ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା

ମହାକାଳପଡ଼ା, ୨୦/୦୮/୨୦୨୨ –   କେନ୍ଦ୍ରାପଡ଼ାରେ ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା । ମହାନଦୀର ପ୍ରଖର ସ୍ରୋତ ବୋଟ୍‌କୁ ୪ ରୁ ୫ କିଲୋମିଟର ଭସାଇ ନେଇଛି । ପାଖାପାଖି ୩୦ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା । ଏହି ସମୟରେ ନଈରେ ଅଧିକ ତୀବ୍ର ସ୍ରୋତ ରହିଥିବାରୁ ଡଙ୍ଗାଟି ନିଜର ଭାରସାମ୍ୟ ହରାଇଥିଲା ।  ଏବେ ଭରା ନଈରେ ଡଙ୍ଗାକୁ ଲଙ୍ଗର ପକାଇ ରଖାଯାଇଛି । ‍ ଉଦ୍ଧାର କାର୍ଯ୍ୟ ପାଇଁ ମେରାଇନ୍ ବୋଟ୍‌କୁ ପଠାଯାଇଛି । ଏନେଇ ମହାକାଳପଡ଼ା ବିଡିଓ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com