Featuredଜାତୀୟ

ରାଣିପୁର ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରକୁ ଭାରତ ୫୩ ତମ ବ୍ୟାଘ୍ର ସଂରକ୍ଷଣ ସ୍ଥାନର ମାନ୍ୟତା

ଉତ୍ତର ପ୍ରଦେଶ ରାଣିପୁର ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରକୁ ଭାରତ ୫୩ ତମ ବ୍ୟାଘ୍ର ସଂରକ୍ଷଣ ସ୍ଥାନର ମାନ୍ୟତା ମିଳିଲା। ଏନେଇ ଖୁସୀ ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ରାଣିପୁର ବ୍ୟାଘ୍ର ସଂରକ୍ଷଣ ବିଷୟରେ ସୂଚନା ଦେଇ ସେ କହିଛନ୍ତି ” ୫୨୯.୩୬ ସ୍କୋୟାର କିମି(କୋର ଏରିଆ ୨୩୦.୩୨ ସ୍କୋୟାର କିମି, ଏବଂ ବଫର ଏରିଆ ୨୯୯.୦୫ ସ୍କୋୟରା କିମି) ରହିଛି। ନୂଆ ବ୍ୟାଘ୍ର ସଂରକ୍ଷଣ ଆମକୁ ବ୍ୟାଘ୍ର ସଂରକ୍ଷଣ ଦିଗରେ ପ୍ରୋତ୍ସାହିତ କରିବ।”ଭାରତରେ ବ୍ୟାଘ୍ର ସଂରକ୍ଷଣ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଏହି ପ୍ରୋଜେକ୍ଟର ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଦେଶେ ବାଘ ବଂଶବୃଦ୍ଧି ଓ ସେମାନଙ୍କର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆାଯାଉଛି।

Related Articles

Back to top button