ପ୍ରଧାନମନ୍ତ୍ରୀ କିଣିଲେ କନ୍ଧମାଳର କଫି ଓ ହଳଦୀ। ଦିଲ୍ଲୀରେ ହେଉଥିବା ଆଦିବାସୀ ମହୋତ୍ସବରେ ନରେନ୍ଦ୍ର ମୋଦୀ ବୁଲିବା ବେଳେ କନ୍ଧମାଳରୁ ଯାଇଥିବା ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଦାରିଙ୍ଗବାଡି ଅଞ୍ଚଳରେ ହେଉଥିବା ପାରମ୍ପରିକ ଚାଷ ବିଷୟରେ ପଚାରିବୁଝିଲେ ।
Related Articles
Check Also
Close
-
ଜାନୁଆରୀ୨୨ ପରେ ନୀତୀଶ ଖେଳିବେ ବଡ ଗେମ୍! ଆଇଏନଡିଆଇଏକୁ ଲାଗିବ ଝଟକା ।December 31, 2023