Featuredଜାତୀୟଶିକ୍ଷା

Ph.D ରିସର୍ଚ୍ଚ ପେପର ପ୍ରକାଶ କରିବା ବାଧ୍ୟତାମୂଳକ ନୁହେଁ : UGC

ୟୁନିଭରସିଟି ଗ୍ରାଣ୍ଟସ କମିସନ  ପକ୍ଷରୁ ପିଏଚଡି ରିସର୍ଚ୍ଚ ପେପରକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପିଏଚଡି ଥେସିସ ପୂର୍ବରୁ ରିସର୍ଚ୍ଚ ପେପର ପ୍ରକାଶ କରିବା ଏବେ ବାଧ୍ୟତାମୂଳକ ହେବ ନାହିଁ । ତେବେ ଯେଉଁମାନେ ପିଏଚଡି କରିବାକୁ ପ୍ଲାନିଂ କରୁଛନ୍ତି ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ଏକ ଆଶ୍ୱସ୍ତିକର ଖବର । ଏ ବାବଦରେ ୟୁଜିସି ପକ୍ଷରୁ ଅଫିସିଆଲ ୱେବସାଇଟ୍ ugc.ac.inରେ ନୋଟିଫିକେସନ ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com