ଜାତୀୟଭାଇରାଲ୍ ଭିଡିଓ

‘ସାକି-ସାକି’ ଗୀତରେ ନାଚିଲେ କନ୍ୟା ଓ କନ୍ୟାର ପିତା; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

()ବର୍ତ୍ତମାନ ନାଚ ଓ ଗୀତ ବିନା ବିବାହର ମଜା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ । ତେବେ ନିକଟରେ ସୋସିଆଲ ମିଡିଆରେ ଏକ ଜବରଦସ୍ତ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବର କନ୍ୟା ନୁହେଁ ବରଂ କନ୍ୟାର ପିତା ଓ କନ୍ୟା ରାମ୍ପରେ ନାଚୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by A N I S H A K A Y (@anishakula)

ଏହି ଭିଡିଓରେ ନୋରା ଫତେହିଙ୍କ ଗୀତରେ ବାପ ଝିଅଙ୍କ ଜବରଦସ୍ତ ଡ୍ୟାନ୍ସ ଷ୍ଟେପ୍ ଦେଖିବାକୁ ମିଳିଛି । ‘ସାକି-ସାକି’ ଗୀତରେ ଉଭୟ ନୃତ୍ୟ ପରିବେଶଣ କରିଥିଲେ । ଏହି ଭିଡିଓରେ ସବୁଠାରୁ ମଜାଳିଆ ମୁହୂର୍ତ୍ତ ଦେଖାଗଲା ଯେତେବେଳେ ଦୁହେଁ ହାତକୁ ଭୂମି ଉପରେ ରଖି ନାଚି କରିବାକୁ ଚେଷ୍ଟା କରନ୍ତି । ଯାହା ବର୍ତ୍ତମାନ ଏହି ଭିଡିଓକୁ ସୋସିଆଲ ମିଡିଆରେ ସମସ୍ତେ ବେଶ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com