ଜାତୀୟ

ପାଖଉଛି ଲୋକସଭା ନିର୍ବାଚନ

ପାଖଉଛି ଲୋକସଭା ନିର୍ବାଚନ। ଏହାପୂର୍ବରୁ ମୋଦୀ ସରକାର କର୍ମଚାରୀଙ୍କୁ ଦୁଇଟି ବଡ଼ ଫାଇଦା ଦେଇପାରନ୍ତି। ନିର୍ବାଚନ ପୂବରୁ ଜାନୁଆରୀ-ଜୁନ୍ ଅବଧି ପାଇଁ ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି।

ପ୍ରତିବର୍ଷ କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଥାନ୍ତି। ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ ଉପକୃତ ହୋଇଥାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com