ଓଡ଼ିଶା

ପବିତ୍ର ମହାଶିବରାତ୍ରି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶିବରାତ୍ରିର ଶୁଭେଚ୍ଛା

ପୁରୀ() ପବିତ୍ର ମହାଶିବରାତ୍ରି ଅବସର ରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶିବ ରାତ୍ରି ର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ର କଳା କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ବାଲୁକା ଚିତ୍ରକଳା ରେ 23 ହଜାର 436 ଟି ରୁଦ୍ରାକ୍ଷ ବ୍ୟବହାର ହୋଇଛି।

ବାଲୁକା ଚିତ୍ରକଳା ରେ ପ୍ରଭୁ ଶିବ ଙ୍କ ପ୍ରତିକୃତି ସମେତ ଶିବ ଲିଙ୍ଗ ର ପ୍ରତିକୃତି କରିଛନ୍ତି ସୁଦର୍ଶନ। ବିଶ୍ୱ ରେ ଏବେ ତୃତୀୟ ବିଶ୍ୱ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇ ଥିବା ବେଳେ ବିଶ୍ୱ ରେ ଶାନ୍ତି କାମନା କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ଚିତ୍ରକଳା ରେ ବିଶ୍ୱ ଶାନ୍ତି ନେଇ ବାର୍ତା ରହିଛି।

Related Articles

Back to top button