ବିଜ୍ଞାନ ଓ ପ୍ରଯୁକ୍ତି

ଭାରତ ମହାକାଶକୁ ମହିଳା ରୋବଟ୍‌ ‘ବ୍ୟୋମମିତ୍ର’ ପଠାଇବ ବୋଲି କହିଛନ୍ତି

ଭାରତ ମହାକାଶକୁ ମହିଳା ରୋବଟ୍‌ ‘ବ୍ୟୋମମିତ୍ର’ ପଠାଇବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ପରୀକ୍ଷାମୂଳକ ଭାବେ ମହାକାଶକୁ ‘ବ୍ୟାମମିତ୍ର’ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଏତଦ୍‌ବ୍ୟତୀତ ଡିପ୍‌ ସି ମିଶନ ପ୍ରକଳ୍ପ ଆଗାମୀ ୩ ବର୍ଷ ମଧ୍ୟରେ ଫଳପ୍ରଦ ହେବ। ଫଳରେ ମହାଜାଗତିକ ସନ୍ଧାନ ଏବଂ ଗଭୀର ସମୁଦ୍ର ରିସର୍ଚ୍ଚ କ୍ଷେତ୍ରରେ ଭାରତର ଶକ୍ତି ଏବଂ ସାମର୍ଥ୍ୟ ବୃଦ୍ଧି ପାଇବ।

Related Articles

Back to top button
WP Twitter Auto Publish Powered By : XYZScripts.com