ମନୋରଞ୍ଜନ

ବଲିଉଡ ସିନେ ଜଗତର ‘ଖଳନାୟକ’ ତଥା ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ରାଜନୀତିରେ ଡେବ୍ୟୁ କରିଛନ୍ତି

ବଲିଉଡ ସିନେ ଜଗତର ‘ଖଳନାୟକ’ ତଥା ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ରାଜନୀତିରେ ଡେବ୍ୟୁ କରିଛନ୍ତି। ତେବେ ଚଳିତବର୍ଷ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ମୁନ୍ନା ଭାଇ ।

ସିଲଭର ସ୍କ୍ରିନରେ ଦମଦାର ଅଭିନୟର ଯାଦୁ ଦେଖାଇବା ପରେ ବର୍ତ୍ତମାନ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ସଞ୍ଜୟ ଦତ୍ତ । ଚଳିତବର୍ଷ ଲୋକସଭା ନିର୍ବାଚନରେ ହରିୟାଣାରେ କଂଗ୍ରେସ ତରଫରୁ ନିର୍ବାଚନ ଲଢିବେ ସଞ୍ଜୁ ବାବା ।

Related Articles

Back to top button
WP Twitter Auto Publish Powered By : XYZScripts.com