ଜାତୀୟ

ବ୍ୟାନ୍ ହେଲା ହୁକ୍କା ।

ବ୍ୟାନ୍ ହେଲା ହୁକ୍କା । କର୍ଣ୍ଣାଟକରେ ହୁକ୍କାକୁ ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର । ହୁକ୍କା ଉତ୍ପାଦର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କର୍ଣ୍ଣାଟକ ସରକାର । ତେବେ ରାଜ୍ୟରେ ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତିି ।

ସ୍ୱାସ୍ଥ୍ୟ ଓ ଯୁବବର୍ଗଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣାଟକ ସରକାର ହୁକ୍କା ଉପରେ ବ୍ୟାନ୍ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଧୂମ୍ରପାନକୁ ନେଇ ଦେଖା ଦେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଆଖି ଆଗରେ ରଖି ଏପରି ବ୍ୟାନ୍ ଲଗାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com