ଜାତୀୟ

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ କମ୍ପାନୀ ବର୍ତ୍ତମାନ ଅନ୍ୟ ଉପାୟ ଖୋଜିବାକୁ ଆରମ୍ଭ କରିଛି। ଏହା ସହ ଗ୍ରାହକଙ୍କୁ ଆଶ୍ଵସ୍ତି କରାଇବା ପରି ଏକ ସୂଚନା ଦେଇଛନ୍ତି ପେଟିଏମ୍‌ର ନିର୍ମାତା ତଥା ସିଇଓ ବିଜୟ ଶଙ୍କର ଶର୍ମା।

ସେ କହିଛନ୍ତି କି ଫେବ୍ରୁଆରି ୨୯ ପରେ ମଧ୍ୟ ଆପ୍‌ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବ୍ୟବହାରକାରୀମାନେ ଯେଉଁଭଳି ଭାବେ ପେଟିଏମ୍‌ ଆପ୍‌ ବ୍ୟବହାର କରୁଥିଲେ ସେହିପରି ଆଗକୁ ବି କରିପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com