ମନୋରଞ୍ଜନ

ଟଲିଉଡରେ ଓଡିଆ ଝିଅର କମାଲ

ଟଲିଉଡରେ ଓଡିଆ ଝିଅର କମାଲ । ସାଉଥ୍ ବ୍ଲକବଷ୍ଟର ମୁଭି ମଙ୍ଗଲଭରମରେ କୋରାପୁଟର ଜଣେ ଆଦିବାସୀ ଝିଅଙ୍କ ଜଲୱା ଦେଖିବାକୁ ମିଳିଛି । କୋରାପୁଟ ସେମିଳିଗୁଡାର ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ ସୁମନ ଖିଲୋ ଏହି ସିନେମାରେ ଅଭିନୟ କରିଛନ୍ତି ।

ସୁମନ ଖିଲୋ ପୂର୍ବରୁ ଅନେକ ତାମିଲ ଓ ତେଲୁଗୁ ସିନେମାରେ ଛୋଟ ମୋଟ ଭୂମିକାରେ ନଜର ଆସିଥିବା ବେଳେ ନିର୍ଦ୍ଦେଶକ ଅଜୟ ଭୁପତିଙ୍କ ନିର୍ଦ୍ଦେଶିତ ବ୍ଲକ ବଷ୍ଟର ମୁଭି ‘ମଙ୍ଗଲଭରମ’ରେ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ଅଭିନୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com