ଜାତୀୟ

ଚାଉଳରେ କ୍ୟାଲିସିୟମ୍‌‌ ପରିମାଣ ୪୫% ହ୍ରାସ ପାଇଥିବା ବେଳେ ଗହମରେ ୩୦% କମିଛି।

ରିପୋର୍ଟ ଅନୁସାରେ, ଭାତରେ ଜିଙ୍କ୍‌ ଓ ଆଇରନ୍‌‌ ପରିମାଣ ଯଥାକ୍ରମେ ୩୩% ଓ ୨୭% ହ୍ରାସ ପାଇଥିବା ବେଳେ ଗହମରେ ଏହି ହ୍ରାସ ପରିମାଣ ଯଥାକ୍ରମେ ୩୦% ଏବଂ ୧୯% ରହିଛି। ସେହିପରି ଚାଉଳରେ କ୍ୟାଲିସିୟମ୍‌‌ ପରିମାଣ ୪୫% ହ୍ରାସ ପାଇଥିବା ବେଳେ ଗହମରେ ୩୦% କମିଛି।

ଗହମରେ ଆର୍ସେନିକ୍‌‌, କ୍ରୋମିୟମ୍‌‌ ମଧ୍ୟ ହ୍ରାସ ପାଇଥିବା ବେଳେ ଚାଉଳରେ ବଢ଼଼ିଛି। ତେବେ ଉଭୟ ଶସ୍ୟରେ ଷ୍ଟ୍ରୋଣ୍ଟିୟମ୍‌‌, ଆଲୁମିନିୟମ୍‌‌ ଓ ବାରିୟମ୍‌‌ ପରିମାଣ ବଢ଼଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com