ଅନ୍ତର୍ଜାତୀୟ

ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗଙ୍କ ସଂପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି

ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗଙ୍କ ସଂପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି । ଏଲନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ପାଲଟି ଯାଇଛନ୍ତି ।

ନଭେମ୍ବର ୨୦୨୦ପରେ ପ୍ରଥମ ଥର ମାର୍କ ଜୁକରବର୍ଗ ଏଲନ୍ ମସ୍କଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଦଖଲ କରିଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମାର୍କ ଜୁକରବର୍ଗଙ୍କ ସଂପତ୍ତି ୫.୬୫ ଅରବ ଡଲାର ପର୍ଯ୍ୟନ୍ତ ବୃଦ୍ଧି ଘଟି ୧୮୭ ଅରବ ଡଲାରରେ ପହଞ୍ଚିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com