ଜାତୀୟରାଜନୀତି

ଦିଲ୍ଲୀରେ ଏବେ ରହିବେ ଜଣେ ମେୟର, ତିନି ଏମସିଡିକୁ ବିଲୟ ପାଇଁ ମୋଦୀ କ୍ୟାବିନେଟର ମଞ୍ଜୁରୀ

ଦିଲ୍ଲୀର ତିନି ନଗର ନିଗମକୁ ଗୋଟିଏ କରିବା ନେଇ ବିଲ୍ ଏମସିଡି ବିଲ୍ କୁ ମୋଦୀ କ୍ୟାବିନେଟର ମୋହର । ଆସନ୍ତା ସପ୍ତାହରେ ସଂସଦରେ ବିଲ୍ ଆଗତ ହେବ । ବିଲ୍ ପାସ୍ ହେବାପରେ ଦିଲ୍ଲୀରେ ତିନି ମେୟର ବଦଳରେ ଜଣେ ମେୟର ରହିବେ । ଏହା ସହ ନର୍ଥ, ସାଉଥ ଏବଂ ଇଷ୍ଟ ବଦଳରେ କେବଳ ଗୋଟିଏ ନଗର ରହିବ ।

ମାର୍ଚ୍ଚରେ ହେବାକୁ ଥିବା ଏମସିଡି ନିର୍ବାଚନ ଏହି କାରଣରୁ ବିଳମ୍ବ ହେଉଥିଲା ଏହି ସମୟରେ ନିର୍ବାଚନ ଆୟୋଗ କେନ୍ଦ୍ର ସରକାର ଏମସିଡିକୁ ଏକ କରିବା ନେଇ କହିଥିଲେ । ଦିଲ୍ଲୀ ନଗର ନିଗମ ନିର୍ବାଚନ ୧୮ ମେ ପୂର୍ବରୁ ସାରିବାକୁ ହେବ ଏବଂ ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗକୁ ଏକ ମାସ ସମୟ ଦରକାର । ତେଣୁ ସଂସଦ ନିର୍ବାଚନ ତାରିଖକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ । ଏପରି ସ୍ଥଳରେ ୧୬ ଏପ୍ରିଲ ପୂର୍ବରୁ ସଂସଦକୁ ନିଷ୍ପତ୍ତି ନେବାକୁ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com