Featuredଅନ୍ତର୍ଜାତୀୟ

ପର୍ଣ୍ଣ ଦେଖିବାରେ ପାକିସ୍ତାନ ନମ୍ବର ୱାନ

ପର୍ଣ୍ଣ ଭିଡିଓ ଦେଖିବା ଅପରାଧିକ ବୋଲି ବିବେଚନା ହୋଇଥାଏ। ତେବେ ଭାରତରେ ଅନେକ ପର୍ଣ୍ଣ ସାଇଟକୁ ବ୍ୟାନ କରାଯାଇଥିବା ବେଳେ ଗୁଗଲ ସର୍ଚ୍ଚ ଇଞ୍ଜିନ୍ ଅନୁଯାୟୀ  ନିଜ ପାରମ୍ପରିକ ବନ୍ଧୁ ଚୀନ ପରି ପାକିସ୍ତାନ ହେଉଛି ଏମିତି ଏକ ଦେଶ ଯେଉଁଠାରେ ପର୍ଣ୍ଣ ଭିଡିଓ ଦେଖିବାରେ ସବୁଠାରୁ ଆଗରେ। ତେବେ ଭାରତ ମଧ୍ୟ ବହୁ ପରିମାଣରେ ସାଇଟ ବନ୍ଦ ହୋଇଥିଲେ ମଧ୍ୟ ଏହି ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ବି ଦଶ ତମ ସ୍ଥାନ ମଧ୍ୟରେ ରହିଛି।ଏକ ରିପୋର୍ଟରେ ଖୁଲାସା ଯେ, ପୁରା ବିଶ୍ୱରେ ଏମିତି କିଛି ଦେଶ ଅଛନ୍ତି ଯେଉଁଠାରେ ପର୍ଣ୍ଣ ଭିଡିଓ ବେଶିକରି ଦେଖାଯାଉଛି । ଯଦି ତାଲିକା ଦେଖିବା ତେବେ ସବୁ ଦୃଷ୍ଟିରୁ ପାକିସ୍ତାନ ନମ୍ବର ୱାନ ଅର୍ଥାତ୍ ପ୍ରଥମ ସ୍ଥାନରେ ରହିଛି । ସେହିପରି ଇଜିପ୍ଟ ଦ୍ୱିତୀୟ , ତୃତୀୟରେ ଭିଏତନାମା ରହିଛି। କେବଳ ଏତିକି ନୁହେଁ ପାକିସ୍ତାନର ଲୋକମାନେ ଏମିତିକି କୁକୁର, ଘୁଷୁରୀ ଏବଂ ଗଧ ସମେତ ପଶୁମାନଙ୍କ ପର୍ଣ୍ଣ ଭିଡିଓକୁ ମଧ୍ୟ ଖୁଲମଖୁଲା ଗୁଗଲରେ ସର୍ଚ୍ଚ କରିବାକୁ ପସନ୍ଦ କରନ୍ତି।

ଏହାକୁ ନେଇ ବିଶ୍ୱବ୍ୟାପୀ ଟ୍ରାଫିକ୍ କଥା ମଧ୍ୟ ଆସେ । ଦେଖିବାକୁ ଗଲେ ହାରାହାରି ସମୟ ୯ ମିନିଟ୍ ୩୦ ସେକେଣ୍ଡ୍ ସହିତ ଭାରତ ପର୍ଣ୍ଣ ଦେଖିବାରେ  ତୃତୀୟ ସ୍ଥାନରେ ରହିଛି। ସେହିପରି ଇଂଲଣ୍ଡ ଓ ଆମେରିକା ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ କ୍ୟୁବାରେ ପର୍ଣ୍ଣ ଭିଡିଓ ଦେଖିବାର ହାରାହାରି ସମୟ ହେଉଛି ୫ ମିନିଟ୍ ୧୧ ସେକେଣ୍ଡ୍। ସାଧାରଣ ଛୁଟିଦିନରେ ଟ୍ରାଫିକ ମାତ୍ରାଧିକ ପ୍ରଭାବିତ ହୋଇଥାଏ। ତେବେ ଯଦି କେଉଁ ଦିନ ଏବଂ କେଉଁ ସମୟରେ ଟ୍ରାଫିକ୍ ସର୍ବାଧିକ ଏବଂ ସର୍ବନିମ୍ନ ଥାଏ ଯଦି ଦେଖିବା ତେବେ ଛୁଟିଦିନ ରବିବାର ସକାଳେ , ଶନିବାର ଅପରାହ୍ଣ, ଶୁକ୍ରବାର ବିଳମ୍ବିତ ରାତି ଏବଂ ସପ୍ତାହ ଦିନ କାମ କରିବା ପୂର୍ବରୁ ଏଥିରେ ତଫାତ୍ ଦେଖାଦିଏ।

Related Articles

Back to top button
WP Twitter Auto Publish Powered By : XYZScripts.com