ବିଜ୍ଞାନ ଓ ପ୍ରଯୁକ୍ତି

ଡିସେମ୍ବର ୨୩ରୁ ଚଉଷଠୀ ଯୋଗିନୀ ମହୋତ୍ସବ

ଭୁବନେଶ୍ୱର, ୧୨/୧୨/୨୦୨୨ –   ଆସନ୍ତା ୨୩ ତାରିଖରେ ଆରମ୍ଭ ହେବ ଆନ୍ତର୍ଜାତୀୟ ଚଉଷଠୀ ଯୋଗିନୀ ମହୋତ୍ସବ । ଏଥିପାଇଁ ହୀରାପୁର ଗ୍ରାମବାସୀ ଓ ନୃତ୍ୟ ପ୍ରତିଭା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଚଳିତ ବର୍ଷର ଚଉଷଠୀ ଯୋଗିନୀ ସାହିତ୍ୟ ସମ୍ମାନ, ଚଉଷଠୀ ଯୋଗିନୀ ଚିତ୍ରକଳା ସମ୍ମାନ, ଚଉଷଠୀ ଯୋଗିନୀ ନାଟ୍ୟ ସମ୍ମାନ, ଓ ଚଉଷଠୀ ଯୋଗିନୀ ନୃତ ପ୍ରତିଭା ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି ମହୋତ୍ସବ ଚାଲିବ । ଗତ ଦୁଇ ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଏହି ମହୋତ୍ସବ ବନ୍ଦ ରହିଥିବାରୁ ଚଳିତ ଥର ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com