Featuredଓଡ଼ିଶାରାଜନୀତି

କାଲି ଶପଥ ନେବେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର: କାଲି ଆସିବେ ଓଡ଼ିଶାର ରାଜ୍ୟପାଳ । ରାଜଭାବନରେ ନେବେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରି ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ହରିବାବୁ କମ୍ଭମପତି । ଏଥିପାଇଁ ସମସ୍ତ ପ୍ରକାରର ଆୟୋଜନ ସରିଛି । ଓଡ଼ିଶାରେ ପହଂଚି ପ୍ରଥମେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ନେବା ପରେ ଦାୟିତ୍ୱ ସମ୍ଭାଳିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com