ଓଡ଼ିଶା

ପିନାକ ମିଶ୍ର ନେଲେ କଟକ ଡିସିପି ଦାୟିତ୍ବ

(କଟକ) କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର । କଟକ ଭଳି ପୁରୁଣା ଓ ସଂସ୍କୃତିସଂପର୍ଣ୍ଣ ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ ଓ ଅପରାଧୀ ମୁକାବିଲା ଉପରେ ଗୁରୁତ୍ବ ଦେବେ ବୋଲି ଦାୟିତ୍ବ ନେବା ପରେ କହିଛନ୍ତି ପିନାକ ।

ସେହିପରି  କଟକର ପରମ୍ପରା ଓ ସଂସ୍କୃତିକୁ ନେଇ କାମ କରିବି ବୋଲି କହିବା ସହ ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି । ନିଶାକାରବାର ଉପରେ ଯେଉଁଭଳି ଅଭିଯାନ ଚାଲିଛି ସେହିପରି ଆଭିମୁଖ୍ୟରେ କାମ କରାଯିବ ବୋଲି ନୂଆ ଡିସିପି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com