ଅନ୍ତର୍ଜାତୀୟ

ନୂଆବର୍ଷର ପ୍ରଥମ ଦିନ ସାରା ବିଶ୍ୱର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ତରିକାରେ ଖୁସିର ଉତ୍ସବ ପାଳନ କରାଯାଉଛି

ନୂଆବର୍ଷର ପ୍ରଥମ ଦିନ ସାରା ବିଶ୍ୱର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ତରିକାରେ ଖୁସିର ଉତ୍ସବ ପାଳନ କରାଯାଉଛି । ଭାରତରେ ମଧ୍ୟ ଲୋକମାନେ ଉତ୍ସାହର ସହ ନୂଆବର୍ଷର ସ୍ୱାଗତ କରୁଛନ୍ତି ।

ଏହି କ୍ରମରେ ନୂଆବର୍ଷର ପ୍ରଥମ ସକାଳରେ ଗୁଜରାଟର ମୋଧେରା ସୂର୍ଯ୍ୟ ମନ୍ଦିରରେ ୪୦୦୦ଲୋକ ଏକ ସଙ୍ଗେ ସୂର୍ଯ୍ୟ ନମସ୍କାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ରାଜ୍ୟର ଗୃହମନ୍ତ୍ରୀ ହର୍ଷ ସାଙ୍ଘବୀ ମଧ୍ୟ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com