ଓଡ଼ିଶା

ନିର୍ବାଚନ ପୂର୍ବରୁ ଲମତାପୁଟ ପୋଲିସର ଫ୍ଲାଗ ମାର୍ଚ, ସାହି ସାହି ଛକ ଛକରେ ପଇଁତରା

ଲମତାପୁଟ() ଲମତାପୁଟ ପୋଲିସ ଏବଂ ଆଇ. ଆର. ବି. ର ଏକ ପ୍ଲାଟୁନ ଫୋର୍ସ ନିର୍ବାଚନ ପୂର୍ବରୁ ଫ୍ଲାଗ ମାର୍ଚ୍ଚ କରିଛି । ଲମତାପୁଟ ସହର, ବଜାର, ଫୁଟୁବଲ ପଡିଆ , ମଳିସାହି, ମାଛକୁଣ୍ଡ ରାସ୍ତା ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।

ପୋଲିସ ବିଭାଗର ନିୟମ ଥାଏ ନିର୍ବାଚନ ପୂର୍ବରୁ ଫ୍ଲାଗ ମାର୍ଚ୍ଚ କରିବା । କିନ୍ତୁ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସହର ପରିକ୍ରମା କରିବା ଦ୍ଵାରା ଆଇନ ସୁରକ୍ଷା ଏବଂ ଜନ ସାଧାରଣଙ୍କ ସୁରକ୍ଷା ପାଇଁ ଏହି ଭଳି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି । ଲମତାପୁଟ ବ୍ଲକଟି ମାଓ ପ୍ରଭାବିତ ହୋଇଥିବା ହେତୁ ଏହି ଅଞ୍ଚଳରେ ପୋଲିସ ସୁରକ୍ଷାରେ ସୁରକ୍ଷିତରେ ନିର୍ବାଚନ ସାରିବା ପାଇଁ ଲକ୍ଷ୍ୟ ରଖିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com