Featuredବାଣିଜ୍ୟ

ଆଜି କମିଛି ସୁନା ଦର

ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଉପରେ ଆଜି ସୁନା ଦର କମିଛି । ପ୍ରତି ୧୦ ଗ୍ରାମ ପିଛା ୫୮୯୧୮ ଟଙ୍କାରେ ବିକ୍ରି କରାଯାଉଥିବା ସୁନା ଦରରେ ବର୍ତ୍ତମାନ ୯୫ ଟଙ୍କା ବା ୦.୧୬ ପ୍ରତିଶତ ହ୍ରାସ ପାଇ ୫୮,୮୯୪୭ ଟଙ୍କାରେ କାରବାର କରାଯାଉଛି । ଆଜି ସୁନା ହାର ୫୯୦୩୨ ରୁ ଅଧିକ ଏବଂ ୧୦ ଗ୍ରାମ ପିଛା ୫୮୮୭୦ ଟଙ୍କା ପର୍ଯ୍ୟନ୍ତ ଦେଖାଯାଇଛି। ସୁନାର ଏହି ମୂଲ୍ୟ ଏହାର ଏପ୍ରିଲ୍ ମାସ ପାଇଁ କରାଯାଇଛି।

ସେହପରି ରୂପା ମଧ୍ୟ ଆଜି MCX ରେ କିଲୋଗ୍ରାମ ପିଛା ୭୦୫୨୮ ଟଙ୍କା ସ୍ତରରେ କାରବାର କରୁଛି ଏବଂ ଏଥିରେ କିଲୋଗ୍ରାମ ପିଛା ୫୬ ଟଙ୍କା ହ୍ରାସ ଘଟିଛି। ତେବେ ବର୍ତ୍ତମାନ ରୂପା କିଲୋଗ୍ରାମ ପିଛା ୭୦୪୪୪ ଟଙ୍କାରେ କାରବାର ଚାଲିଛି। ରୌପ୍ୟରେ ଏପର୍ଯ୍ୟନ୍ତ ସର୍ବନିମ୍ନ ସ୍ତର ୭୦୩୯୨ ଟଙ୍କା ଏବଂ ସର୍ବୋଚ୍ଚ ସ୍ତର ୭୦୫୫୫ ଟଙ୍କା ଦେଖାଯାଇଛି। ରୂପା ର ଏହି ମୂଲ୍ୟ ମେ ଫ୍ୟୁଚର ପାଇଁ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com