ବାଣିଜ୍ୟ

ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ସାହାଯ୍ୟ କଲେ ଅଭିନେତା ଅର୍ଦ୍ଧେନ୍ଦୁ

ଭୁବନେଶ୍ୱର, ୦୭/୦୨/୨୦୨୩ –    ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ । ପିଣ୍ଟୁଙ୍କ ବାସ ଭବନକୁ ଯାଇ ଅର୍ଦ୍ଧେନ୍ଦୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅଭିନେତା ପିଣ୍ଟୁ ଜଟିଳ ଲିଭର ସିରୋସିସ୍ ରୋଗରେ ପିଡୀତ ଅଛନ୍ତି । ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଚ୍ଛୁ ଓ କଳାକାରମାନେ ହାତ ବଢାଇଛନ୍ତି । ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ପାଇଁ ଠିଆ ହୋଇଛନ୍ତି ଅର୍ଦ୍ଧେନ୍ଦୁ । ଦିଲ୍ଲୀର ILVS ହସ୍ପିଟାଲରେ ପିଣ୍ଟୁଙ୍କ ଯକୃତ ପ୍ରତିରୋପଣ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com