ବାଣିଜ୍ୟ

ଦୀପାବଳିରେ ଏକ ଘଣ୍ଟା ପାଇଁ ଟ୍ରେଡିଂ କରିପାରିବେ ନିବେଶକ, ଜାଣନ୍ତୁ କେତେଟା ରୁ କେତେଟା

ଭୁବନେଶ୍ୱର, ୨୨/୧୦/୨୦୨୨-   ଦୀପାବଳିରେ ଷ୍ଟକ୍ ଏକ୍ସଚେଞ୍ଜ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ରେ ଏକ ଘଣ୍ଟିଆ ସ୍ୱତନ୍ତ୍ର ବାଣିଜ୍ୟ ଅଧିବେଶନ ‘ମୁହୁରତ ଟ୍ରେଡିଂ ୨୦୨୨’ ଅନୁଷ୍ଠିତ ହେବ । ସୋମବାର ଯଦିଓ ଦିୱାଲୀରେ ଷ୍ଟକ୍ ମାର୍କେଟରେ ଛୁଟି ରହିଛି, କିନ୍ତୁ ଏହି ଦିନ ବଜାର ଏକ ଘଣ୍ଟା ପାଇଁ ଖୋଲିବ ।

ବାଣିଜ୍ୟ ଅଧିବେଶନ ସନ୍ଧ୍ୟା ୬:୧୫ ରୁ ସନ୍ଧ୍ୟା ୭:୧୫ ମଧ୍ୟରେ ହେବ । ବିଶ୍ୱାସ କରାଯାଏ ଯେ ‘ମୁହୂର୍ତ’ ସମୟରେ କାରବାର କରିବା ଶୁଭ ଅଟେ ଏବଂ ଆର୍ଥିକ ସମୃଦ୍ଧତା ଆଣିଥାଏ । ତେବେ ଅକ୍ଟୋବର ୨୬ରେ ଦିୱାଲୀ ବାଲି ପ୍ରତିପଦା ଅବସରରେ ଷ୍ଟକ୍ ମାର୍କେଟ ବନ୍ଦ ରହିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com