Featuredଜାତୀୟବାଣିଜ୍ୟ

ତୈଳ ଦର ନେଇ ଆସିଲା ଖୁସି ଖବର

ଜନସାଧାରଣଙ୍କ ପାଇଁ ଖୁସି ଖବର  ।  ଆଜି ସୋରିଷତେଲ ଦରରେ ହ୍ରାସ ଘଟିଛି । ତେବେ ଦିଲ୍ଲୀ ତେଲ ବିହନ ବଜାରରେ କଚ୍ଚା ପାମୋଲିନ ତେଲର ମୂଲ୍ୟ ହ୍ରାସ ଘଟିବାରେ ଦେଖିବାକୁ ମିଳିଛି । ମାର୍କେଟ ଏକ୍ସପର୍ଟଙ୍କ କହିବା ମୁତାବକ, ସରକାରଙ୍କ କୋଟା ପ୍ରଣାଳୀ ପାଇଁ ସାର୍ଟ ସପ୍ଲାଇ ହେବା ଯୋଗୁଁ ସୋୟାବିନ ମୂଲ୍ୟରେ କିଛିଟା ସୁଧାର ଆସିଛି । ପୂର୍ବବର୍ଷ ଅଗଷ୍ଟ ମାସକଥା ଦେଖିବା ତେବେ କୃଷକମାନେ ବଜାରରେ ସୋୟାବିନ ଦର କୁଇଣ୍ଟାଲ ପିଛା ୧୦,୦୦୦ ଟଙ୍କା ବିକ୍ରି ହୋଇଥିଲା । କିନ୍ତୁ ଏ ବର୍ଷର୍ ତାହା ୫ହଜାର ୫୦୦ଟଙ୍କା ପ୍ରତି କୁଇଣ୍ଟାଲ ପିଛା ରହିଛି । କାରଣ ଏହାର ମୂଲ୍ୟ ମଏସପି ରୁ ଅଧିକ ଅଛି ହେଲେ ପୂର୍ବବର୍ଷ ଦର ମୁତାବକ କମ ରହିଛି । ତେବେ ଚଳିତ ବର୍ଷ କୃଷକମାନେ ବିହନକୁ ମହଙ୍ଗାରେ କିଣିଥିଲେ ହେଲେ ଏହାକୁ କମଦରରେ ବିକ୍ରି କରିବେ । ସୋୟାବିନ ପାଇଁ ପାମୋଲିନ ଶସ୍ତା ହୋଇଛି, ଏହି ଶସ୍ତା ପାଇଁ ରିଫାଇଣ୍ଡର ଡିମାଣ୍ଡ ପ୍ରଭାବିତ ହୋଇଛି । ଯାହାକି ସମୀକ୍ଷାଧୀନ ସପ୍ତାହରେ ସୋୟାବିନ ଦିଲ୍ଲୀ ଏବଂ ଇଣ୍ଡୋରରେ ତେଲ ଦର ହ୍ରାସ ପାଇଛି । କପା ବିହନ ଓ ବାଦାମ ଫସଲ ରୋଜଗାର ବଢିବା ହେତୁ ତେଲ ଦର କମିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com