ଅନ୍ୟାନ୍ୟ

ଚୀନରେ ଅଣାୟତ୍ତ ହେଉଛି କରୋନା

ଭୁବନେଶ୍ୱର, ୨୦/୧୨/୨୦୨୨-   ଚୀନରେ କରୋନା ସ୍ଥିତି ସଙ୍ଗୀନ ହୋଇପଡ଼ିଛି । କୋଭିଡ଼ କଟକଣାରେ କୋହଳ ହେବା କାରଣରୁ ପୁଣି ସେଠାରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। । ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଏବଂ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିବାକୁ ପଡୁଥିବା ଜଣା ପଡ଼ିଛି । ଆସନ୍ତା ତିନି ମାସ ମଧ୍ୟରେ ଚୀନରେ ୩ଟି ଲହର ଆସିପରେ ବୋଲି ବଶେଷଜ୍ଞମାନେ ଆକଳନ କରିଛନ୍ତି । ଚଳିତ ଲହରରେ ୧୦ ଲକ୍ଷରୁ ଅଧିକ ମୃତ୍ୟୁ ଆଶଙ୍କା ରହିଛି । କିନ୍ତୁ, ଚୀନ ମୃତ୍ୟୁ ସଂଖ୍ୟା ଲୁଚାଉଛି । ଦୁଇ ସପ୍ତାହ ହେଲା ଚୀନ୍‌ ସରକାରୀ ଖାତାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇନି । ଶେଷ ମୃତ୍ୟୁ ରିପୋର୍ଟ ଡିସେମ୍ବର ୭ ରେ ହୋଇଥିଲା । ଏହି କାରଣରୁ ସମଗ୍ର ବିଶ୍ୱର ମୁଣ୍ଡା ବିନ୍ଧା ପୁଣି ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com