ସ୍ୱାସ୍ଥ୍ୟ

ଜାନୁଆରୀରୁ ଉପଲବ୍ଧ ହେବ ନାଜାଲ୍ ଭ୍ୟାକସିନ୍ ଇନକୋଭାକ୍

ଭୁବନେଶ୍ୱର, ୨୭/୧୨/୨୦୨୨-     ଜାନୁଆରୀ ଚତୁର୍ଥ ସପ୍ତାହରୁ ନାଜାଲ୍ ଭ୍ୟାକସିନ୍ ଇନକୋଭାକ୍ ଉପଲବ୍ଧ ହେବ । କେନ୍ଦ୍ର ତଥା ରାଜ୍ୟ ସରକାର ଅଧିକ ପରିମାଣରେ ନାଜାଲ ଭ୍ୟାକସିନ ନେବାକୁ ଥିବାରୁ ଡୋଜ୍ ପିଛା ୩୨୫ ଟଙ୍କାରେ ଦିଆଯିବ । ଘରୋଇ ହସପିଟାଲରେ ଏହି ଭାକ୍ସିନ୍ ୮୦୦ ଟଙ୍କାରେ ମିଳିବ । ଏଥିପାଇଁ କୋଓ୍ବିନ୍ ଆପରେ ସ୍ଲଟ୍ ବୁକିଂ କରିହେବ । ୧୮ବର୍ଷରୁ ଅଧିକଙ୍କୁ ବୁଷ୍ଟର ଡୋଜ୍ ଭାବେ ନାଜାଲ ଭ୍ୟାକସିନ୍ ଦିଆ ଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com