ବାଣିଜ୍ୟ

ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨୮/୧୨/୨୦୨୨-   ମାସେରୁ ଦେଢମାସ ମଧ୍ୟରେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ୍ କୁ ଉଡ଼ିବ ବିମାନ । ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ବିମାନ ଚଳାଚଳ କମ୍ପାନୀ ଠାରୁ ଏନେଇ ଟେଣ୍ଡର ଡକା ଯାଇଥିଲା । ବିମାନ ଚଳାଇବାକୁ କେତେ ବିଡ୍ ଦେବେ ତାହା ମଗାଯାଇଥିଲା । ଇଣ୍ଡିଗୋ ଏହି ବିଡ୍ ଦେଇଛି । ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com