ବାଣିଜ୍ୟ

ବଦଳିବ ଅଗ୍ନିଶମ ବାହିନୀର ନାମ

 ଭୁବନେଶ୍ୱର, ୧୦/୦୮/୨୦୨୨-    ଖୁବଶୀଘ୍ର ବଦଳିବ ଅଗ୍ନିଶମ ବାହିନୀର ନାମ I ଅଗ୍ନିଶମ ନାମ ପରିବର୍ତ୍ତେ ରଖାଯିବ ଅଗ୍ନିଶମ ଏମର୍ଜେନ୍ସି ବିଭାଗ I ଆଗକୁ ଅଗ୍ନିଶମ ବିଭାଗ କେବଳ ନିଆଁ ଲିଭା ନୁହେଁ ଏନଡିଆରଏଫ କରୁଥିବା କାର୍ଯ୍ୟ ଠାରୁ ଅଧିକ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି I ତେଣୁ,  ଅଗ୍ନିଶମ ବିଭାଗ ପାଇଁ ରାଜ୍ୟ ସରକାର  ୪୦୦ କୋଟିର ଖର୍ଚ୍ଚ ପାଇଁ ଆକଳନ କରିଛନ୍ତି I କେନ୍ଦ୍ର ଅଗ୍ନିଶମ ବିଭାଗକୁ ରାଜ୍ୟ ଅଗ୍ନିଶମ ବିଭାଗର ଉନ୍ନତିକରଣ ପାଇଁ  ୨୪୬ କୋଟି ପ୍ରଦାନ ପାଇଁ ଏକ୍ ଚିଠା ପ୍ରସ୍ତୁତ କରାଯାଇଛି I

Related Articles

Back to top button
WP Twitter Auto Publish Powered By : XYZScripts.com