Featuredଅନ୍ତର୍ଜାତୀୟଜାତୀୟ

ଟ୍ବିଟର ବ୍ଲୁ ଟିକ୍‌ ପାଇଁ ୬୬୦ ଟଙ୍କା

ଏଣିକି ଟ୍ବିଟରରେ ବ୍ୱୁ ଟିକ୍‌ ପାଇଁ ଗଣିବାକୁ ପଡିବ ୮ ଡଲାର । ଭାରତୀୟ ମୂଲ୍ୟରେ ଟ୍ବିଟର ପାଇଁ ଦେବାକୁ ପଡିବ ପାଖାପାଖି ୬୦୦ ଟଙ୍କା । ଟ୍ବିଟର କିଣିବାର ୫ ଦିନ ପରେ ଏଭଳି ନୂଆ ନିୟମର ଘୋଷଣା କରିଛନ୍ତି ଏଲନ ମସ୍କ । ଦୁଇ ଦିନ ପୂର୍ବରୁ ଏନେଇ ବି ସଙ୍କେତ ଦେଇଥିଲେ ମସ୍କ । ନୂଆ ନିୟମ ଲାଗୁ ପରେ ସମଗ୍ର ବିଶ୍ବରୁ ଅଭିଯୋଗର ସ୍ବର ଉଠିଛି । ଯାହାର ଜବାବ ଦେଇ ମସ୍କ କହିଛନ୍ତି ଯେ ‘ଅଭିଯୋଗକାରୀ ଅଭିଯୋଗ ଜାରି ରଖ । ତଥାପି ତୁମକୁ ୮ ଡଲାର ଦେବାକୁ ହେବ ’ । କେବଳ ସେତିକି ନୁହେଁ ମସ୍କ ନିଜ ବାୟୋ ବଦଳାଇ ଲେଖିଛନ୍ତି ଯେ ‘ଟ୍ବିଟର କମ୍ପଲେନ ହଟଲାଇନ ଅପରେଟର’ । କେତେକ ମିଡିଆ ରିପୋର୍ଟ ଅନୁସାରେ ମସ୍କ ୨୦ ଡଲାର  ଆଦାୟ କରିବାର ଲକ୍ଷ୍ୟ ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com