ଜାତୀୟ

ବିଶ୍ଵବ୍ୟାପୀ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଅନୁଗାମୀ

ବିଶ୍ଵବ୍ୟାପୀ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଅନୁଗାମୀ ଓ ଭାରତୀୟମାନେ ଲାକ୍ଷାଦ୍ଵୀପରେ ଭ୍ରମଣ କରିବାକୁ ଥିବା ବିଭିନ୍ନ ସ୍ଥାନ ଏବଂ ସୌନ୍ଦର୍ଯ୍ୟତା ବିଷୟରେ ଜାଣିବାକୁ ଗୁଗୁଲ୍ ରେ ସର୍ଚ୍ଚ କରି ଜାଣିବାକୁ ଚେଷ୍ଟା କରିଛନ୍ତି।

ଏହି ସଂଖ୍ୟା ଏତେ ରହିଛି ଯେ, ଲଗାତାର ଦ୍ୱିତୀୟ ଦିନ ପାଇଁ ଲାକ୍ଷାଦ୍ଵୀପ ଗୁଗୁଲ୍ ଟପ୍-ସର୍ଚ୍ଚରେ ରହିଛି। ପ୍ରାୟ ୫୦,୦୦୦ ଲୋକ ଏହାକୁ ଗୁଗଲ୍ କରିବା ସହ ଶୁକ୍ରବାର ଲାକ୍ଷାଦ୍ଵୀପର ସୌନ୍ଦର୍ଯ୍ୟତା ବିଷୟରେ ଜାଣିବାକୁ ଚାହିଁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com