ଅନ୍ୟାନ୍ୟ

OSSTET ଏବଂ CTET କୁ ନେଇ ଅସୁବିଧାରେ ପରୀକ୍ଷାର୍ଥୀ

ଭୁବନେଶ୍ୱର ୨୯/୧୨/୨୦୨୨-   ଜାନୁଆରୀ ୧୨ ତାରିଖରେ OSSTET ଏବଂ CTET ପରୀକ୍ଷା ଅନୁଷ୍ଠିତ ହେବ । ଯାହାକୁ ନେଇ ପରୀକ୍ଷାର୍ଥୀ ମାନଙ୍କ ମୁଣ୍ଡରେ ଚିନ୍ତା ଘାରିଛି । କାରଣ ଗୋଟିଏ ଦିନରେ ୨ଟି ଯାକ ପରୀକ୍ଷା ପଡ଼ୁଛି । ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ନିକଟରେ ସେମାନଙ୍କ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି । ଅନ୍ତତଃପକ୍ଷେ କୌଣସି ଗୋଟିଏ ପରୀକ୍ଷାକୁ ଘୁଞ୍ଚାଇବା ଲାଗି ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com